by Dinabandhu Mishra ✓ · 2 Oct 2020
ହଠାତ୍ ମୋତେ ଦେଖି ଅଶୋକ ସ୍ତବ୍ଧ ହୋଇ ଯାଇଥିଲା। କିଛି କହି ପାରିନଥିଲା କି ଆଗକୁ ଚାଲି ମଧ୍ୟ ଯାଇପାରିନଥିଲା। କିଂକର୍ତ୍ତବ୍ୟବିମୁଢ ଅବସ୍ଥାରେ ତାର ଆଖିରୁ ବହି ପଡୁଥିଲା ଗଙ୍ଗା ଯମୁନାର ଧାର। ଆଖିରେ ଭରି ରହିଥିଲା ଅନେକ କହିବାର କଥା କିନ୍ତୁ
Loading comments…
Comments
Loading comments…