by Gayatri Singh ✓ · 23 Jun 2021
ବଢିଆ ବାହାନା, ବହୁତ ଚାଲାକ ସାବିତ୍ରୀଟିଏ | ସେ ତୁମଠୁ ଫଳ ନେଇ ତା ସତ୍ୟବାନ ପାଇଁ ସାବିତ୍ରୀ କରି ସତୀ ହେବ | ଆଉ ମୁଁ ଏଠି ......ଶ୍ରୀମତୀ ଆଉ ବେଶୀ କିଛି କହିବା ପୂର୍ବରୁ ଦାସ ବାବୁ କହିଲେ ସେ ବିଧବା ଥିଲା |
Loading comments…
Loading comments…