ଆଉ କିଛି ପଚାରିବାକୁ ଏଇ ମନ ମାନୁନି । "ସ୍ନିତିଙ୍କୁ ନେଇ ଘରେ ଛାଡିଛନ୍ତି ସାର୍ଥକ ।" ଭିତରକୁ ଆସିବନି କି? "ଓ ଆଉ କେବେ? ଭଗବାନ ଚାହିଁଲେ ଦେଖାହେଲେ ନିଶ୍ଚୟ ଆସିବି । " ମୁହଁ ତଳକୁ କରି କହିଗଲେ ସାର୍ଥକ । ବିଦାୟ ନେଇ ଚାଲିଗଲେ ସ୍ନିତି! ତାଙ୍କୁ ଚାହିଁ ରହିଥିଲେ ସାର୍ଥକ । "ଆଉ ଅନୁଭବ କରୁଥିଲେ ପ୍ରେମର ଭିନ୍ନ ଏକ ସ୍ୱାଦ ।
Loading comments…