by Jogeswar Gahir · 30 Sept 2020
ଏହାପରେ ତହସିଲଦାର ବାବୁ ଗୋଟି ଗୋଟି କରି ପଚାରୁ ଥାନ୍ତି ତା ସୁବିଧା ଓ ଅସୁବିଧା ବିଷୟରେ। ହେଲେ ବିଚରା ସୁନା ସିଂ କେତେବେଳେ ବି ନିଜ ଭିଟାମାଟି ବିରୁଦ୍ଧରେ ପଦୁଟିଏ କହିନଥିଲା। ଓଲଟା ଆମେ ଭଲରେ ଅଛୁ ବାବୁ କହିଥିଲା।
Loading comments…
Loading comments…