by Prasanta kumar Hota ✓ · 30 Sept 2020
ଭିଟାମାଟି ର ମୋହ ଏକ ଅଦ୍ଭୁତ ଆକର୍ଷଣରେ ଟାଣି ଆଣୁଥିଲା। ଯୋଉଦିନ ଗାଁ ରେ ଥିବା ଘର ପଛପଟ ଜମିଟା ତାଙ୍କୁ କିଣିବାକୁ ମିଳିଗଲା ତାଙ୍କର ଗାଁ ପ୍ରତି ଉତ୍ସାହ ଓ ଆଗ୍ରହ ଆହୁରି ବଢିଗଲା। ଏ ଜମିଟା ତାଙ୍କ ବାପା ତାର ପଢାପଢି ପାଇଁ ବିକି ଦେଇଥିଲେ।
Loading comments…
Comments
Loading comments…