by Narendra Prasad Behera ✓ · 31 Aug 2019
ପୁତ୍ରର ଏ ପ୍ରକାର କଥା ଶୁଣି ଦୈତ୍ଯରାଜ କ୍ରୋଧରେ ହତଜ୍ଞାନ ହୋଇ କହିଲା-ରେ ହତଭାଗା,ତୋର ଏତେ ସାହସ ? ମୋତେ ଉପଦେଶ ଦେବାକୁ ସାହସ କରୁଛୁ ? ତୋର ବିଷ୍ଣୁ ସର୍ବମୟ ବୋଲି କହୁଥିଲୁ ।
Loading comments…
Comments
Loading comments…