by ନାୟକ ଅକ୍ଷୟ ରାଜହସ୍ତୀ ✓ · 6 Nov 2020
ଆରେ ଛା...ଡ଼ ..ମୋତେ ..... କିଏ କିଏ?? କଷ୍ଟେ ମଷ୍ଟେ ମୁକୁଳି ଦେଖେ ସେଇ ଗାଁ ର ମୁଖିଆ ପୁଅ ଭମରା ଯିଏ କି ତାଡି ଗଞ୍ଜେଇ ଖାଇ ଝିଅ ବୋହୁ ଙ୍କୁ ବହୁତ୍ ହଇରାଣ କରିଛି ଇଜ୍ଜତ ବି ନେଇଛି
Loading comments…
Loading comments…