by Seetaram Dash ✓ · 25 May 2019
ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି ଯେ ମତେ ଭକ୍ତିରେ ଫଳ,ପୁଷ୍ପ କିମ୍ବା ପତ୍ର ଅର୍ପଣ କରିବ ମୁଁ ତାକୁ ଆଦରରେ ଗ୍ରହଣ କରିବି। ପ୍ରଭୁ ଶ୍ରୀରାମ ସଵାରୀ ହାତରୁ ଅଇଁଠା ଫଳ ଖାଇଥିଲେ। ଜଗତର ନାଥ ଜଗନ୍ନାଥ ଦାସିଆ ବାଉରି ହାତରୁ ନଡ଼ିଆ ନେଇଥିଲେ। ମା ଲକ୍ଷ୍ମୀ ଠାକୁରାଣୀ ଚଣ୍ଡାଳୁଣୀ ଘରକୁ ଯାଇଥିଲେ।
Loading comments…
Loading comments…