by BANITA SAHU ✓ · 8 Jun 2019
ରିମା ସୀମା ଦୁହେଁ ଆଶ୍ଚର୍ଯ୍ୟ ହୋଇଗଲେ । ରିମା କହିଲେ ସୀମାକୁ ପ୍ରଥମେ ଉଦ୍ଧାର କରନ୍ତୁ ପ୍ରଭୂ ସେ ମୋର ଜୀବନ । ସେପଟେ ସୀମା କହିଲେ ରିମାକୁ ପ୍ରଥମେ ଉଦ୍ଧାର କରନ୍ତୁ ପ୍ରଭୂ ସେ ମୋର ସ୍ପନ୍ଦନ । ଭଗବାନ ବିଷ୍ଣୁ ପୁଣିଥରେ ଚିନ୍ତାରେ ପଡିଗଲେ ଦୁହେଁ କ'ଣ ଏହିପରି କହିଗଲେ ?
Loading comments…
Loading comments…