by Anuja Behera ✓ · 14 Oct 2020
ମୁଷା ମାନେ ଜୀବନ ବଞ୍ଚାଇବା ପାଇଁ ଆମକବଳରୁ ଖସିଯିବାକୁ ଆପ୍ରାଣ ଚେଷ୍ଟା କରନ୍ତି । ଏପଟ ସେପଟ ଧାଁ ଧପଡ୍ ହୁଅନ୍ତି । କିନ୍ତୁ ସବୁ ପ୍ରୟାସ ଅସଫଳ ହୁଏ । ଯେମିତି ବାଘ ଆଗରେ ହରିଣୀ ଛୁଆ । ଶେଷରେ ଆମ ଠେଙ୍ଗା ପ୍ରହାରରେ ଗୋଟେ ଗୋଟେ କରି ସମସ୍ତେ
Loading comments…
Comments
Loading comments…