ଗୋବିନ୍ଦର ପୁଅ ଟିଏ ଝିଅ ଟିଏ ଫୋଟରେ ଦେଖିଛି। ପୁଅକୁ କହିଲେ ପୁଅ ଝିଅ କୁ ଟିକେ ଆଣିବୁ ଆମେ ଟିକେ ଦେଖିବୁ। ତାର ଗୋଟିଏ କଥା ସେମାନେ ଏ ଗାଁ ରେ ଚଳିପାରିବେନି । ତା ଛଡା ପାଠ ଭଲ ପଢୁଛନ୍ତି ଆସିଲେ ସମୟ ନଷ୍ଟ ହେବ ପାଠ ବି । ମୁଁ ତା କଥା ଶୁଣି ମନେ ମନେ ହସେ ଆଉ ଭାବେ ,ତୁ ବି ଭଲ ପଢୁଥିଲୁ ତୋତେ ନେଇ ଆମେ ଗର୍ବ କରୁଥିଲୁ । ହେଲେ କଣ ଆମେ ପାଇଲୁ ।
Loading comments…