by Suneeta Patra ✓ · 28 Jun 2019
କିଛିଦିନ ପରେ ସେ ଚେଷ୍ଟା କରିବା ଛାଡିଦେଲାଏମିତି 6 ମାସ କଟିଗଲା । ଦିନେ ଘରକୁ ମାମୁଁ ଶଶୁର ଶାଶୁ ବୁଲିବାକୁ ଆସିଲେ । ଶାଶୁ ତାଙ୍କ ସହିତ ଗପିବାରେ ଲାଗିଲେ । ରାତିଖାଇବା ଅନିତା କରୁଥିଲା ରୋଷେଇ ଘରେ । ମେ ମାସର ଖରା ସାଙ୍ଗକୁ ରୁଟି କଲାବେଳେ ବିଚାରି ପୁରା ଝାଳରେ ଗାଧୋଇ ହେଇ ପଡିଥିଲା ।
Loading comments…
Loading comments…