Loading…
ପାଠ ପଢାରୁ ଯେତେବେଳେଟିକେ ଫୁରୁସତ ପାଏ ସଙ୍ଗେ ସଙ୍ଗେ ଆଇନା ସାମ୍ନାରେ ବସି ପଡେ ଏବଂ ନିଜକୁ ସଜାଇବା ଆରମ୍ଭ କରି ଦିଏ । ତା ବାପା କହନ୍ତି ତୁ ଏତେ ବଡ଼ ହେଲୁଣି କିନ୍ତୁ ସେ ଭଙ୍ଗା ଆଇନା ଦେଖିବା ଅଭ୍ଯାସଟା ଛାଡିଲୁନି । ଚାନ୍ଦିନୀ ହସି ହସି କହେ ତୁମେ ତ ଏ ପର୍ଯ୍ୟନ୍ତ ମୋ ପାଇଁ ନୂଆ ଆଇନାଟେ ଆଣିଲ ନାହିଁ, ମୁଁ ଆଉ କଣ କରିବି?
Comments
Loading comments…