by Jayashree Maharana ✓ · 6 May 2021
ଛାତିର ଯନ୍ତ୍ରଣାଟା ହଟାତ୍ ତୀବ୍ର ହୋଇଉଠିଲା ।ଧୀରେ ଧୀରେ ଚାଲିଗଲେ ଶୋଇବାଘରକୁ ।ଶେଯ ଉପରେ ବିଛାଇଦେଲେ ବହୁଦିନରୁ କ୍ଲାନ୍ତ ହୋଇପଡିଥିବା ନିଜ ଶରୀର ଆଉ ମନକୁ ।
Loading comments…
Loading comments…