by pratap nayak ✓ · 18 Jan 2019
ଦେହର ଖେଳ ମନେ ପଡିଲେ ଆଖି ଯୋଡିକ ତାର ଅନାସକ୍ତ ପୃଥିବୀର ବିଭତ୍ସରୂପ ଦେଖେ ସିନା ପାଟି ମୁକ ପାଲଟି ଯାଏ,କଥା ସ୍ଫୁରେନା ବାରଣ ତ ଦୂରେଥାଉ।
Loading comments…
Loading comments…