by Bismita Sahoo ✓ · 14 Aug 2019
ସତରେ ତା ଘର ବାହାରେ ଏତେ ସୁନ୍ଦର ଜୀବନ ଯେ ଅଛି ଭୋଜିନାନୀ ବୁଝି ପାରୁ ନଥିଲା। ହେତୁ ପାଇଲା ଦିନୁ ସେ ନନ୍ଦିଆ ଗାଁ ରେ ପଡ଼ି ରହିଥିଲା। ସେଇଠି ଜନମ ହେଲା, ବାହାବି ସେଠି ହେଲା। ତା ପୁଅ ପାଇଁ ବୋହୂ ବି ଆଣିଛି ସେଇ ଗାଁ ରୁ। ଏଇ ପ୍ରଥମ ଥର ଗାଁ ରୁ ବାହାରିକି ଆଇଛି।
Loading comments…
Loading comments…