by Shaktiprava Mishra ✓ · 22 Jul 2019
ଯେଉଁମାନେ ଟିକିଏ ସମୟ ତଳେ ଝିଅଟିର ଫଟୋ ଦେଖି ନିଜର ଆଦିମ ଭୋକକୁ ପ୍ରଶମିତ କରିବାକୁ ସୀମା ବାହାରକୁ ଚାଲିଆସିଥିଲ। ସମାଜରେ ଗୋଟିଏ ନିର୍ଭୟା ସୃଷ୍ଟି ହେବା ପଛରେ ତୁମମାନଙ୍କ ଭଳି ଶହ ଶହ ଲୋକମାନଙ୍କ ପରୋକ୍ଷ ଅବଦାନ କଣ ପ୍ରକୃତରେ ଦଣ୍ଡର ଅପେକ୍ଷା ରଖେନି ?
Loading comments…
Loading comments…