by Sachidananda Kar ✓ · 8 Jul 2019
ପେଟରେ ଭୋକ ଥିଲେ ମିଛ କ'ଣ ଚୋରି ବି କରିବାକୁ ହୁଏ। ହେଲେ ଏତକ କହିପାରିଲାନି ସେ।କହିଲା - ' ଛାଡ଼ ସେକଥା। ତୁ ତ କେବେ ସ୍କୁଲରେ ଖାଉନୁ।ଆଜି ଖାଇବୁ ?' - ' ନା,ମୁଁ ପେଟପୂରା ଖାଇ ଆସିଛି।' ସାଙ୍ଗ କହିଲା।
Loading comments…
Loading comments…