by sushama Parija ✓ · 31 May 2019
ଦିଦି ଜଣକ ତା’କୁ କ’ଣ କେମିତି କରିବାକୁ ହେବ ବୁଝାଇ ଦେଲେ । ଜଣେ ବାବୁ ବାମହାତ ବିଶି ଆଙ୍ଗୁଠିରେ କାଳି ଲଗାଇ ଦେଲେ।ଆଉ ଜଣେ କାଗଜରେ ତା’ର ଟିପ ଚିହ୍ନ ନେଇ ତା’କୁ ଆଉ ଗୋଟିଏ ବଖରାରେ ଛାଡିଦେଲେ।
Loading comments…
Loading comments…