by Lipsa Panda ✓ · 26 Oct 2021
ରୂପ ରାଇଜର ଅପରୂପା ପରୀ ସତେ ଅବା ବାଟ ଭୁଲି ଚଳାଖଞ୍ଜନାକ୍ଷୀ ହେମ ଚମ୍ପାଗୋରୀ ଆସିଛି ଆରାମ ବୁଲି ଅପଲକ ନେତ୍ରେ ଚାହିଁ ଆପାଦମସ୍ତକ ରମ୍ୟ ଅବୟବ ସଉଷ୍ଠବେ ହେଲି ବାଇ |(3) କଣେଇ କଣେଇ ଚାହୁଁଥିଲା ସିଏ ଅଳପ ଅଳପ ହସି ଉଲ୍ଲସି
Loading comments…
Loading comments…