by Debaki Behera ✓ · 21 Oct 2020
ସୁନୟନା ର ସମସ୍ତ ଖୁସି ପାଣି ଫୋଟକା ଭଳି ମିଳେଇଗଲା l ଅବିନାଶ କୁନ୍ତଳା ଦେବୀ କୁ ଶାନ୍ତ କରାଇ ଘର ଭିତରକୁ ଆଣିଲା l ଆଉ ସୁନୟନା କୁ ଶାଢ଼ୀ ପିନ୍ଧି ଆସିବାକୁ କହିଲାl ସୁନୟନା ଶାଢ଼ୀ ପିନ୍ଧି ଶିଖି ନଥିଲା l ଜମାରୁ ବାହାଘର ଠାରୁ ଦୁଇ ବର୍ଷ ଭିତ
Loading comments…
Loading comments…