by Sneha Mishra ✓ · 4 Nov 2020
ପ୍ରତ୍ୟକ୍ଷ ସାକ୍ଷୀ,ଅନ୍ୟାନ୍ୟ ପ୍ରାମାଣିକ ତଥ୍ୟ ସବୁ ତା ବିରୁଦ୍ଧରେ | ପରିଶେଷରେ ଆସାମୀ ର ମଧ୍ୟ ସ୍ୱୀକାରୋକ୍ତି ... |ତଥାପି କାହିଁକି ଜଜ୍ଙ୍କ ହାତ ଆଜି ଥରୁଚି ,କଲମ ମୂନ ଆଗକୁ ବଢ଼ୁନି |ନିଜର ଅତୀତର ପାପ ମୂର୍ତ୍ତିମନ୍ତ ହୋଇ ଆସାମୀ ରୂପରେ
Loading comments…
Loading comments…