by Aravinda Das ✓ · 22 May 2019
ଆଜି ମିଡନାଇଟ ମଶାଣୀ ଡି.ଜେ ପାର୍ଟିରେ ବହୁତ ମଜା ହେବ।ଗତ ମାସର ନୂଆମେମ୍ବରମାନେ ଇଂଟ୍ରୋଡ୍ୟୁସ ହେବେ।ପ୍ରେତିନୀ ରାମ୍ପ ୱାକରେ ଆମ ଦୁହିଁଙ୍କ ନାଁ ଦେଇଛି।ଡିଜାଇନର ହାଡ ଗହଣା ପକାଇବା।ସାଙ୍ଗରେ ତନ୍ଦୁରି ମେନୁ।
Loading comments…
Loading comments…