by Bhabesh Chandra Kar ✓ · 9 Dec 2019
ଅନିମେଶ ସେମାନଙ୍କୁ ଦେଖି ଭାବୁଥାଏ ସତିଶ ଭାଇଙ୍କ କଥା । ଏତିକିବେଳେ ଭାଉଜ ତା ପିଠିରେ ହାତ ରଖି କହିଲେ ଅନିମେଶ ସମସ୍ତେ ଖାଇସାରିଲେଣି । ଚାଲ ଖାଇବ । ଅନିମେଶ ହଁ କହି ତାଙ୍କୁ ଅନୁସରଣ କଲା ।
Loading comments…
Loading comments…