by Ayushman Tripathy ✓ · 21 Sept 2020
ନଦୀ ରେ ବୁଲୁବୁଲୁ ମଧ୍ୟରାତ୍ର ହୋଇଯାଇଥିଲା। ଦୁହେଁ ନିଜ କଥା ରେ ମଜ୍ଜି ଯାଇଥିଲୁ।ସେହି ସମୟରେ କାହାର ଚପଲ ର ଶବ୍ଦ ଶୁଣାଗଲା,ଧିରେଧିରେ ବୃଦ୍ଧି ପାଇଲା ଶବ୍ଦ। ପଛ ପଟରୁ କେହିଜଣେ ମୋତେ ଧରିପକାଇଲା,ମୁଁ ଡରିଗଲି।ଅନ୍ଧକାର ଯୋଗୁଁ କିଛି ଜଣା
Loading comments…
Loading comments…