by Jagannath Barik ✓ · 2 Jun 2022
ମୁଁ ଅନୁଭବ କଲି କେହି ଜଣେ ମୋ ପଛରେ ଆସୁଛି | ଝୁଣୁ ଝୁଣୁ ଶବ୍ଦ ଶୁଭୁଛି |ନିଶ୍ଚିତ କରିନେଲି ଯେ, ମା ମୋ ପଛରେ ଆସୁଛନ୍ତି |ଦମ୍ଭ ଆସିଗଲା, ଭୟ କମିଗଲା, ଆଗେଇଲି |ଭୂତ ମଧ୍ୟ ସମାନ ଗତିରେ ସମାନ ବ୍ୟବଧାନରେ ଚାଲିଥାଏ |
Loading comments…
Loading comments…