by Rajalakshmi Raj ✓ · 8 May 2020
ସେଦିନ ମୋ ମନ ଆଉ ସମ୍ଭାଳି ପାରିଲାନି। ଶୀଘ୍ର ଶୀଘ୍ର କାମ ସାରି ବାହାରି ପଡ଼ିଲି ମାଳତୀ ଦେବୀଙ୍କ ଘରକୁ। ଘରକୁ ଯାଇ ଦେଖେ ତ ମାଳତୀ ଦେବୀ ବିଛଣାରେ। ତିନି ଦିନ ହେବ ଦେହ ଅସୁସ୍ଥ। ସ୍ୱାମୀଙ୍କ ଦେଖାରେଖାରେ ସାମାନ୍ୟ ସୁସ୍ଥ ହେଇ ଆସିଲେଣି।
Loading comments…
Loading comments…