by Sambit Srikumar ✓ · 19 Oct 2020
ଏମିତି ଭାବୁ ଭାବୁ ମୋ ନଜର ଯାଇ ପଡିଲା ପାଖରେ ସାଇକେଲଟିରେ ନେଉଟିଆ ଶାଗ ବିକୁଥିବା ଆଠ ଦଶ ବର୍ଷର ପିଲାଟି ଉପରେ। ହାଫପ୍ୟାଣ୍ଟ୍ ହାଫସାର୍ଟ୍ ପିନ୍ଧି ଥାଏ, ନୁଖୁରା ମୁଣ୍ଡ। ବଡ଼ ବିକଳ ହୋଇ ଡାକୁଥାଏ ଲୋକଙ୍କୁ ଶାଗ କିଣିବାକୁ। ହେଲେ କେହି ତା'
Loading comments…
Loading comments…