ଏହା ଦେଖି ମନୋଜ ଓ ନବ ବିବାହିତା ଦୁହେଁ ଜିଦ୍ଦି ଧରି ବସିଲେ ଯେ ଯେଉଁ ମା'ର ଶଙ୍ଖା ସିନ୍ଦୁର ଉଜୁଡିଯିବା ପରେ ବି ଧୈର୍ଯ୍ୟ ସହକାରେ ବିବାହ କରାଇଲେ, ସେ କାହିଁକି ନିଜ ପିଲାମାନଙ୍କ ଅମଙ୍ଗଳର କାରଣ ହେବେ ? ଯଦି ମା' ଆମ ଦୁହିଙ୍କୁ ବନ୍ଦାଣ ଥାଳିରେ ବନ୍ଦାଇ ଘରକୁ ପାଛୋଟି ନେବେ, ତେବେ ଆମେ ଭିତରକୁ ଯିବୁ ।
Loading comments…