by Minakshi Samal ✓ · 1 Nov 2019
ଯେଉଁମାନେ ଭଗବାନଙ୍କୁ ଏତେ ମାନୁଛନ୍ତି,ତାଙ୍କ ଉଦ୍ଦେଶ୍ୟରେ ପୁରା କାର୍ତ୍ତିକ ମାସ ହବିଷ ଅନ୍ନ ଖାଉଛନ୍ତି,ସେମାନେ ଏତେ ନିର୍ଦ୍ଦୟ କେମିତି ହୋଇପାରନ୍ତି,କେମିତି ବୁଝିପାରନ୍ତିନି ଯେ ସୃଷ୍ଟିର ପ୍ରତ୍ୟେକ ପ୍ରାଣୀର ଅନୁଭବ କରିବା ଶକ୍ତି ଅଛି ।
Loading comments…
Loading comments…