Loading…
ଆମେ ସମସ୍ତେ ଚାହୁଁ ଆମ ପିଲା ଆଇଏସ /ଓଏସ/ଡାକ୍ତର /ଇଞ୍ଜିନିୟର/ବୈଜ୍ଞାନିକ ଟିଏ ହେଉ ; ମାତ୍ର ଜଣେ ଭଲ ନାଗରିକ – ସମାଜ ସୁଧାରକ କି’ଏ ଚାହେଁ ତା’ ପିଲା ହେଉ ? ଆମେ ସବୁ ଆଧୁନିକତାର ଢାଞ୍ଚାରେ , ପାଶ୍ଚାତ୍ୟ ସଭ୍ୟତାର ସାଇଡ଼ ଇଫେକ୍ଟରେ ଏତେ ବଶୀଭୂତ ଯେ, ଆମର ଭାରତୀୟ ବୈଦିକ ଢାଞ୍ଚାକୁ ପୁରା ମୂଳୋତ୍ପାଟନ ପାଇଁ ଲାଗିପଡିଛେ ।
Comments
Loading comments…