by sekhar Samal ✓ · 15 Aug 2021
ଶତୃ ସୈନ୍ୟ କାରଗିଲ ପାହାଡରେ ବଙ୍କର ଖୋଳି ଛକି ଆକ୍ରମଣ କଲେ ସୈନିକ ଆମର ହତବାକ ନ ହେବ କି ! ଧଇର୍ଯ୍ୟ ସାହସ ଏକଜୁଟ କରି ନିଶାର୍ଦ୍ଧର ଅନ୍ଧକାରେ ବୋଫର୍ସ କମାଣ କାନ୍ଧରେ ପକାଇ ପାହାଡ ଚଢିଲେ ଧୀରେ।
Loading comments…
Loading comments…