by Trilochan Karjee ✓ · 20 Jun 2019
ମୁଁ କାମ କରୁଥିବା ହୋଟେଲରେ ଆଉ ଏତେ ସଂଖ୍ୟାରେ ଗେଷ୍ଟ ଖାଇବା ପାଇଁ ଆସିଲେ ନାହିଁ। ସେଇ ସମୟରେ ମ୍ୟାନେଜରଙ୍କୁ ମୁଁ ପଚାରିଲି-ସାର, ଆଜିର ବିଜିନେସ୍ ପୁରା ମାନ୍ଦା ହୋଇଗଲା। ମୋ କଥା ଶୁଣି ସେ ପାଟି କରି କହିଲା - ତୁ କଣ ଜାଣିଛୁ ବିଜିନେସ୍ ମାନେ?
Loading comments…
Comments
Loading comments…