Loading…
ଏତେ ଦିନ ବିଜୁଳି ନଥିଲା । ପିଲେ ସବୁ ପାଣି ସମ୍ପ୍ ରୁ ବାଲ୍ଟିରେ ପାଣି ବୋହୁଥିଲେ ତଳ ମହଲାରୁ ଉପର ମହଲାକୁ ଝାଳ ନାଳ ହୋଇ । ମହାପାତ୍ରେ, ଶ୍ରୀମତି ମହାପାତ୍ରେ ବି । ସମସ୍ତଙ୍କର ପେଟ ଟିକିଏ କମି ଯାଇଚ଼ି ଏଇ କିଛି ଦିନରେ । ପିଲାମାନଙ୍କ ଭିତର ପରିଶ୍ରମ କରିବାର ସ୍ପିରିଟ୍ ଆସିଚ଼ି । ପରିବାରରେ ଏକତା ଆସିଚ଼ି ।କୋଅପରେଟିଭ୍ ଲେବରର ମହତ୍ତ୍ବ ବୁଝିଲେ ସେମାନେ ।
Comments
Loading comments…