by Sudipta Sundar Mohanty ✓ · 22 Oct 2021
ବର୍ଷା କଣ ଏତେ ବଡ... ମୁଁ ତ ତାଠୁ ବଡ । ମୋ ବିନା ବର୍ଷା ସବୁ ବେଳେ ଅଧୁରା । ମୁଁ ବର୍ତ୍ତମାନ ମର୍ତ୍ତ୍ୟରେ ଜନ୍ମିଛି ବୋଲି ସେ ଘଡଘଡିକୁ ମୋ ପାଖକୁ ସେଣ୍ଡ୍ କରିବ ବୋଲି ମେସେଜ କରିଥିଲା ।
Loading comments…
Loading comments…