by Lalita Mohan Mishra ✓ · 7 May 2020
ତାପସୀ କହିଲା - ସତରେ ତୁମେ କେତେ ମହାନ୍ । ତୁମେ ମୋର ଶ୍ରେଷ୍ଠ ପୁରୁଷ ତୁମେ ହିଁ ମୋର ଜନ୍ମ ଜନ୍ମର ସାଥୀ । ଏତେ ଦିନ ପରେ ତାପସୀ ତାର ଭୁଲ୍ କୁ ବୁଝି ପାରି ଥିବାରୁ ତରୁଣକାନ୍ତ ନିଜକୂ ଧନ୍ୟ ମନେ କରୁଥିଲେ।
Loading comments…
Loading comments…