by Debadatta Jena ✓ · 13 Dec 2020
ଭୈରବୀ ଗଣ.. !ମୋତେ ମୋ ରାସ୍ତାରେ ଯିବାକୁ ଦିଅ !ମୁଁ ମୋର ଗୁରୁଦେବ, ମୋର ପ୍ରାଣଦାତାଙ୍କୁ ମୁଁ କଥା ଦେଇଛି, ମୁଁ ମୋ ଧର୍ମ ରକ୍ଷା ନିଶ୍ଚୟ କରିବି | ମୋତେ ମୋ ଲକ୍ଷ୍ୟ ପଥରୁ କେହି ବି ବିଚ୍ୟୁତ କରିବେ ନାହିଁ |
Loading comments…
Loading comments…