by Siddhartha Sankar Tripathy ✓ · 18 Sept 2020
ଧୈର୍ଯ୍ଯ ଦେଇ ସୌମ୍ୟ କହିଲା, ବାପା ତ ଦେଖିଦେଲେ, ରାତିରେ କଥାହେବି। ରାସ୍ତାସାରା ଚୁପଚାପ ଥିଲେ ଦୁହେଁ। ଦୁହିଁଙ୍କ ମାନସିକ ସ୍ଥିତି ଦୁହେଁ ଠିକ୍ ପଢିପାରୁଥିଲେ। ଏତେ ସାହସ ଦେଉଥିବା ସୌମ୍ୟ ଲାଗୁଥିଲା ବିକ୍ଷୁବ୍ଧ ବୀଚିମାଳାର ପଥଭ୍ରଷ୍ଟ ନାଉ
Loading comments…
Loading comments…