by Purnima Prusty ✓ · 14 Jul 2022
ଏମିତି ହିଁ ହୁଏ ଗୋଟେ ନିରୀହ ଝିଅ ଜୀବନ, ବିବାହ ପରେ ନିଜର ଦୁଃଖ କହି ନ ପାରି କାନ୍ଦେ, କେହି ବୁଝନ୍ତିନି ସେ ଲୁହ ପଛର ଦରଦୀ କଷ୍ଟକୁ, କାନ୍ଦି କାନ୍ଦି ଶେଷରେ ଏଇ ବିଲାତି କୁକୁର ପରି ଚୁପଚାପ୍ ସହି ଯାଏ ସବୁ ପରିସ୍ତିକି କି ସାମ୍ନା କରିବା
Loading comments…
Comments
Loading comments…