କ୍ୟାବିନ ତଳେ ବର୍ଷାର ଛିଟିକା ଏତେ ପଡ଼ୁଥିଲା ଯେ ଶ୍ଵେତା ଅଧା ଓଦା ହୋଇଗଲାଣି। ବାଧ୍ୟ ହୋଇ ଶ୍ଵେତା ପାଖ ରେ ଥିବା ଗୋଟିଏ ଝୁମ୍ପୁଡି ହୋଟେଲ ଭିତରକୁ ପସିଗଲା। ହୋଟେଲରେ ଦଶ ବାର ଜଣ ଖାଉଥିଲେ।ସେମାନଙ୍କୁ ଦେଖି ମନରେ ତା'ର କିଛି ଦମ୍ଭ ଭାବ ଆସୁଥିଲା। ବର୍ଷାର ବେଗ କିନ୍ତୁ କମୁ ନଥିଲା ।ଲାଗୁଥିଲା ସତେ ଯେମିତି ବାଦଲ ଫଟା ବର୍ଷା ହେଉଛି।
Loading comments…