by Parameswar Ojha ✓ · 8 Aug 2020
ପାଣି ବାଲଟି ଧରି ବୁଲି ପଡ଼ିଛି ତ ସିମାନୀ ଛାନିଆ ହୋଇଗଲା ଇଏ ତା ସ୍ବାମୀ ନା ତାଙ୍କ ପରି ଦିଶୁଥିବା ଆଉ କିଏ ? ଠିକ୍ ଏତିକି ଭାବିବା ବେଳକୁ ହିଁ ପଛରୁ କାହାର ଆବାଜ୍ ଆସିଲା " କିଏ ସେଠି ?"
Loading comments…
Loading comments…