by Niranjan Sahu ✓ · 8 Jul 2019
ସେ କଣ ଜାଣିଥିଲା...ଯେ ମଣିଷ ତାର ହାଡ, ମାଂସ,ରକ୍ତକୁ ଖିନଭିନ କରି ଖାଇଜିବ ।ବିଚାରା...ସେ ତ ପଶୁ ,ମଣିଷ ପ୍ରେମରେ ବନ୍ଧା ପଡିଯାଇଥିଲା । ଏହା ବି ଜାଣିନଥିଲା ଯେ..ତାର ବିଶ୍ବାସ ଟା ବିଶ୍ବାସ ନଥିଲା ।
Loading comments…
Comments
Loading comments…