Loading…
ମୁଁ ଚୋର କି ବଦମାସ ନୁହେଁ ବାବୁ। ଏଇ ପାଖ ବସ୍ ଷ୍ଟାଣ୍ଡ ରେ ବାଦାମ ବିକେ। ଏଇ ଦି ତିନି ଦିନ ହେଲା ବେପାରଟା ଟିକେ ମାନ୍ଦା ପଡ଼ିଛି। ମୋର ଗୋଟିଏ ବଡ଼ ଭଉଣୀ ଅଛି।ତା ନାଁ ରିତା। ସେ ଜଣେ ବାବୁ ଘରେ ବାସନ ମାଜେ। ମା, ବା ଦିଜଣ ଯାକ କେବେଠୁ ମରିଗଲେଣି। ଆମେ ଭାଇ ଭଉଣୀ , ଦିହେଁ ଦିହିଁକି ସାହା।
Comments
Loading comments…