by Lipi Sahoo ✓ · 28 Nov 2020
ସବୁ କିଛି ହରେଇବା ଦୁଃଖରେ ବହୁତ ଦିନ ହତାଶାରେ ଏଣେତେଣେ ବୁଲିଲି । ତା'ପରେ ପଣ୍ଡିଚେରୀ ଚାଲିଗଲି । ଅନେକ ବହି ପଢିଲି । ଅନେକ ବିଜ୍ଞଲୋକଙ୍କ ସଂସ୍ପର୍ଶରେ ଆସିଲି । ସେଇଠାରେ ହିଁ ମୁଁ ପାଲଟିଗଲି ବିଶ୍ଵ ପ୍ରେମିକ ।
Loading comments…
Loading comments…