by SARATA KUMAR DAS ✓ · 31 Dec 2019
କୌଣସି ମନ୍ଦ କଥା ନ ଶୁଣିବା , ମନ୍ଦ କାମ ନ କରିବା ଓ ମନ୍ଦ ଚିନ୍ତା ନ କରିବାକୁ ସ୍ବାମୀଜୀ ସବୁବେଳେ କହୁଥିଲେ ।ନିଜର ଦୋଷ ପାଇଁ ଅନ୍ୟ କାହାକୁ ଦାୟୀ ନ କରିବାକୁ ସେ ମଧ୍ୟ ପରାମର୍ଶ ଦେଉଥିଲେ ।
Loading comments…
Loading comments…