by Lopamudra Mishra ✓ · 31 Jul 2019
ରୋହିଣୀ ଖାତାଟାକୁ ଛାତିରେ ଜାକିଧରି ଶୋଇବାଘରକୁ ଦୌଡିଗଲେ l ଗୀତୁନ୍, ମାମୁନ୍ ଆଖିବୁଜି ବେଡ୍ ରେ ପଡିଛନ୍ତି l ସେମାନଙ୍କ ହାତ ପାଖରେ ଅଧାଖିଆ ଖିରିଗିନା l ରୋହିଣୀ ଆଉଥରେ ଭଲକରି ଝିଅ ଦୁହିଁଙ୍କୁ ଦେଖିଲେ l ଖୁବ୍ ଗେହ୍ଲା କଲେ l
Loading comments…
Loading comments…