by Birakishore Nayak ✓ · 17 Jun 2021
ଦିନେ ଦିନେ ରାତିରେ ବାପା ନିଶାଗ୍ରସ୍ତ ଅବସ୍ଥାରେ ଫେରିବା ପରେ ମାଙ୍କୁ ବହୁତ ମାଡ ପିଟ କରନ୍ତି l ମାଆଙ୍କର ଆର୍ତ୍ତଚିତ୍କାର ଅନ୍ୟ କୋଠରୀରେ ଥାଇ ଶୁଣେ ଶୁଭଙ୍କର l ବହୁତ ଭୟ ଲାଗେ ତାକୁ ସେତେବେଳେ l ମନଟା ତାର କେମିତିଏକ କ୍ଷୁବ୍ଧ ବିଷର୍ଣ୍ଣତ
Loading comments…
Comments
Loading comments…