by Lopamudra Parida ✓ · 21 Sept 2020
ତମେ ଡଷ୍ଟବିନ ରେ ଫୋପାଡିଥିବା ବଳକା ବିରିୟାନୀ ର ବାସ୍ନା ।ହଁ ଟିକେ ଆମ୍ବିଳା ବି ହେଇଯାଇଥାଏ, କିନ୍ତୁ ଚଳିବ ।ସେଇ ତମ ବଳକା ତକ ଆମର ମହାର୍ଘ୍ଯ ଭୋଜି ।
Loading comments…
Comments
Loading comments…