by Sambit Srikumar ✓ · 26 Dec 2020
ବଡ଼ ଗୁମ୍ ସୁମ୍ ସ୍ବଭାବର ଲୋକଟେ ସେ, କାହା ସହ ବେଶୀ କଥାଭାଷା ହୁଏନାହିଁ। ଚାହା ବିକେ ଆଉ ପଇସା ରଖେ। ଏହା ଭିତରେ କଥା ହେବା ପାଇଁ ଅତି ଦରକାର ହେଲେ ହୁଁ ହାଁ ରେ ଯାହା ଜବାବ ଦିଏ। ଅତି ବେଶୀରେ କେବେ କେବେ ମୁଣ୍ଡ ଟୁଙ୍ଗାରିଦିଏ। ମୁଁ ଯେଉଁ
Loading comments…
Comments
Loading comments…