by Laxman Kumar Behera ✓ · 30 Nov 2018
ବିବସ୍ତ୍ର କଲା ପରି ମୋର ଶାଖାଗୁଡ଼ିକୁ ପ୍ରଥମେ କାଟି ଦେଲେ । ତା' ପରେ ମୋ ବେକକୁ ଆଉ ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ମାଟି ଉପରେ ଫିଙ୍ଗି ଦେଲେ ।
Loading comments…
Loading comments…